ଭାରତର ଜାତୀୟ ପତାକା
MADE BY- ପିଙ୍ଗଲି ଭେଙ୍କେୟା
ଭାରତର ଜାତୀୟ ପତାକାର ନାମ - ତ୍ରିରଙ୍ଗା ପତାକା
ତ୍ରିରଙ୍ଗା ପତାକାର ୩ଟି ରଙ୍ଗ ଓ ଗୋଟିଏ ଅଶୋକ ଚକ୍ର ରହିଛି-
୧) ନାରଙ୍ଗୀ - ବୀରତ୍ଵ ଓ ତ୍ୟାଗର ପ୍ରତୀକ
୨) ଧଳା - ଶାନ୍ତିର ପ୍ରତୀକ
୩) ସବୁଜ - ଉନ୍ନତି ଓ ସମୃଦ୍ଧିର ପ୍ରତୀକ
୪) ଅଶୋକ ଚକ୍ର - ସତ୍ୟ ଓ ପ୍ରଗତି
Comments
Post a Comment