ବେଦ

ବେଦ

• ବେଦର ଅନ୍ୟନାମ ଶ୍ରୁତି ।
• ବେଦର ଅର୍ଥ ଜ୍ଞାନ ।
• ବେଦ ମୁଖ୍ୟତଃ ୪ ପ୍ରକାର - ୧) ରୁକବେଦ
                                     ୨) ସାମବେଦ
                                     ୩) ୟଜୁର୍ବେଦ
                                     ୪) ଅଥର୍ବବେଦ
୧) ରୁକବେଦ- ଏହା ସବଠାରୁ ପୁରୁଣା ବେଦ । ଏଥିରେ ୧୦୨୮ଟି ସ୍ରୋତ ଓ ୧୦ଟି ମଣ୍ଡଳ ରହିଛି ।
୨) ସାମବେଦ- ଏଥିରେ ସମସ୍ତ ସଙ୍ଗୀତ ଲିଖିତ ରହିଛି ।
୩) ୟଜୁର୍ବେଦ- ଏଥିରେ ସମସ୍ତ ପୂଜା କରିବାର ବିଧି ରହିଛି।
୪) ଅଥର୍ବବେଦ- ଏଥିରେ ସମସ୍ତ ଗୁଣି ଗାରେଡ଼ି ବିଦ୍ୟା ତଥା ରୋଗର ଉପଶମ ନିମନ୍ତେ  ମନ୍ତ୍ର ତନ୍ତ୍ରବିଦ୍ୟା ଲିଖିତ ରହିଛି।

Comments

Popular Posts